ଫୁଲ ଦର ଆକାଶଛୁଆଁ: କେତକୀ ୧୫ଶହ, କିଆ ୫ଶହ

ଭୁବନେଶ୍ୱର: ଜାଗର ଯାତ୍ରା ପାଇଁ ଫୁଲ ବଜାରରେ ଦର ଆକାଶ ଛୁଇଁଛି। ମହାଦେବଙ୍କ ପ୍ରିୟ ଫୁଲ ସବୁ ଚଢ଼ା ଦରରେ ବିକ୍ରି ହେଉଛି। କେତକୀ ଫୁଲ ଗୋଟା ୧୫ଶହ ଟଙ୍କାରେ ବିକ୍ରି ହେଉଥିବାବେଳେ କିଆ ଫୁଲ ଗୋଟା ୫ ଶହ ଟଙ୍କା ପଡ଼ୁଛି। ଏହି ଦୁଇ ଫୁଲ ବଜାରକୁ କମ୍ ପରିମାଣରେ ଆସିଥିବାରୁ ଦର ଏମିତି ଆକାଶଛୁଆଁ ହୋଇଥିବା ଫୁଲ ବେପାରୀମାନେ କହିଛନ୍ତି। ପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ ଫୁଲ ହେଉଛି … Continue reading ଫୁଲ ଦର ଆକାଶଛୁଆଁ: କେତକୀ ୧୫ଶହ, କିଆ ୫ଶହ